ଓଡ଼ିଶା ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନୀ ଉପରେ ହେବ ଚଳଚିତ୍ର, ‘ଶେଷ କିଷାନ ବଲାସିଂଘାରୁ ବର୍ଲିନ’

 

ଓଡ଼ିଶାର ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚିତ୍ର ‘ଶେଷ କିଷାନ ବଲାସିଂଘାରୁ ବର୍ଲିନ । ଉତ୍କଟ ଦାରିଦ୍ରତା ଭିତରେ ମଫସଲରେ ଜନ୍ମ ହୋଇ କିପରି ଏତେ ବଡ ସଫଳତା ପାଇଲେ ତାକୁ ନେଇ ଫିଲ୍ମଟିୁ ପ୍ରସ୍ତୁତ କରାଯାଇଛି । ଗାଁ ଚାଟଶାଳୀରୁ ପାଠ ପଢା ଆରମ୍ଭ କରିଥିବା ଶେଷ କିଷାନ ନବୋଦୟ ଏବଂ ପରେ ନାଇଜରରୁ ପାଠ ପଢିଥିଲେ । ଏବେ ଜର୍ମାନରେ ଜଣେ ସୁଖ୍ୟାତ ବୈଜ୍ଞାନିକ ହୋଇପାରିଛନ୍ତି ଶେଷ କିଶାନ । ତାଙ୍କ କାହାଣୀକୁ ନେଇ ଫିଲ୍ମ ଅନେକ ଯୁବପିଢୀଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି ।

Spread the love