କେଜ୍ରିଙ୍କ କ୍ରେଜରେ ଲାଗିଲା ବ୍ରେକ, ଏକଜିଟ ପୋଲ୍ ରେ ଆପ ଆଗୁଆ !

ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ୧୧ରେ ବାହାରିବା ପୂର୍ବରୁ ଆଜି ଏକଜିଟ ପୋଲ୍ ପ୍ରକାଶ ପାଇଛି। ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ବସିବେ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ ପୋଲରୁ ପୂର୍ବାନୁମାନ ହୋଇଛି। ବିଭିନ୍ନ ସଂସ୍ଥାର ସମସ୍ତ ଏକଜିଟ ପୋଲର ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆପ୍ ୫୧ଟି ଆସନରେ ଜିତିବ ବୋଲି ଆକଳନ ହୋଇଥିବା ବେଳେ ବିଜେପି ୧୮ ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଆକଳନ ହୋଇଛି।

Spread the love