କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଉଦ୍ଧବଙ୍କ ମନ୍ତ୍ରୀ, ଭିଡିଓ ଭାଇରାଲ୍
ମୁମ୍ବାଇ ୨୫/୦୮: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ନରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ଶିବସେନା ନେତା ଅନିଲ ପରବ ନିର୍ଦେଶ ଦେଇଥିଲେ
Read more