୧୨ କୋଟିର ମର୍ସିଡିଜରେ ଯିବେ ପିଏମ ମୋଦି, ଗୁଳି ଓ ବିସ୍ଫୋରଣର ପଡିବନି କୌଣସି ପ୍ରଭାବ

ନୂଆଦିଲ୍ଲୀ ୨୮/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଣିକି ମର୍ସିଡିଜ୍ ମୟାଓ୍ୱକ୍ S-650 ରେ ଯାତ୍ରା କରିବେ । ଋଷର ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କୁ ଭେଟିବା ପାଇଁ ନୂଆ

Read more

ଅଷ୍ଟ୍ରେଲିଆରେ ଓମିକ୍ରନ ନେଲା ପ୍ରଥମ ମୁଣ୍ଡ

ନୂଆଦିଲ୍ଲୀ,୨୭/୧୨ :   ସାରା ବିଶ୍ୱରେ କରୋନାର ଆତଙ୍କ ଜାରି ରହିଛି । ଏହାମଧ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ଅନେକ ଦେଶରେ ତାଣ୍ଡବ ରଚିଛି । ବ୍ରିଟେନ୍ ଓ

Read more

ଜେଡିୟୁ ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ,୨୭।୧୨: ଜନତା ଦଳ ୟୁନାଇଟେଡ ରାଜ୍ୟସଭା ସାଂସଦ ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।

Read more

ଜାନୁଆରୀ ପହିଲାରୁ ପିଲାଙ୍କୁ ଟିକାକରଣ, CoWIN ଆପରେ ପଞ୍ଜୀକୃତ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୨୭/୧୨: ସାରା ଦେଶରେ ଓମିକ୍ରନ ଆତଙ୍କ ମଧ୍ୟରେ ପିଲାଙ୍କ ପାଇଁ ଆସିଛି ଆଶ୍ୱସ୍ତି ଖବର । ଜାନୁୟାରୀ ପହିଲାରୁ ୧୫ ରୁ ୧୮ ବର୍ଷ ବୟସର

Read more

ନୋବେଲ ଶାନ୍ତି ବିଜେତା ଦକ୍ଷିଣ ଆଫ୍ରିକୀୟ ଆର୍କ ବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ

ଜୋହନ୍ସବର୍ଗ ୨୬।୧୨: ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟବାଦ ଆନ୍ଦୋଳନର ଅନ୍ୟତମ ନେତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କ ପରଲୋକ ହୋଇଛି। ରାଷ୍ଟ୍ରପତି ସିରିଲ

Read more

ସୂତକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାବା ବିଶ୍ୱନାଥଙ୍କ ପୂଜା କରାଇ ଦେଇଛନ୍ତି ପୂଜକ, ଯାଞ୍ଚ ନିର୍ଦ୍ଦେଶ

ବାରଣାସୀ ୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଡିସେମ୍ବର ୧୩ ତାରିଖ ଦିନ କାଶୀବିଶ୍ୱନାଥ କରିଡୋରର ଲୋକାର୍ପଣ କରିଥିଲେ। ଏହି ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥଙ୍କ ଜଳାଭିଷେକ

Read more

ନାଗାଲାଣ୍ଡରୁ ହଟିବ AFSPA, କେନ୍ଦ୍ର ସରକାର ଗଠନ କରିବେ ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ ୨୬।୧୨: ନାଗାଲାଣ୍ଡରେ ସେନା ଗୁଳିକାଣ୍ଡ ଯୋଗୁ ୧୪ ଜଣ ନାଗରିକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ପ୍ରଦେଶରେ ଲାଗୁ ଥିବା ଆର୍ମଡ ଫୋର୍ସେସ୍‌ ପ୍ରିଭିଲେଜ ଆକ୍ଟ (ଏଏଫଏସପିଏ)

Read more

ପୁଲଓ୍ବାମାରେ ଆତଙ୍କୀ ହମ୍‌ଲା, ପୋଷ୍ଟ ଅଫିସ୍‌ ଉପରେ ଗ୍ରେନେଡ୍‌ ମାଡକଲେ ଆତଙ୍କବାଦୀ

ଶ୍ରୀନଗର ୨୬/୧୨ : ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ପୁଣି ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୁଲଓ୍ବାମାର ଏକ ପୋଷ୍ଟ ଅଫିସ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ କରିଛନ୍ତି ।

Read more

୨୬ ବର୍ଷ ତଳେ ଇଣ୍ଟରନେଟକୁ ନେଇ କ’ଣ କହିଥିଲେ ବିଲ୍ ଗେଟ୍ସ ? ଭିଡିଓ ସେୟାର କଲେ ଏଲନ ମସ୍କ

ନୂଆଦିଲ୍ଲୀ, ୨୬|୧୨: ଟାଇମ୍ସ ମାଗାଜିନ୍ ପର୍ସନ ଅଫ୍ ଦି ଇଅର ଏଲନ ମସ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏଥିରେ ବିଲ୍ ଗେଟସଙ୍କର ଏକ

Read more

‘ସାବାଳିକା ହୋଇଥିଲେ ନିଜ ଇଚ୍ଛାରେ ବିବାହ କରିପାରିବେ ମୁସଲିମ ଯୁବତୀ, ହିନ୍ଦୁ ଯୁବକଙ୍କ ହାତ ଧରିବା ବେଆଇନ ନୁହେଁ’ : ପଞ୍ଜାବ-ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ, ୨୬|୧୨ : ସାବାଳିକା ହୋଇଥିଲେ  ନିଜ ଇଚ୍ଛାରେ ବିବାହ କରିପାରିବେ ମୁସଲିମ ଯୁବତୀ । ଏପରି ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।

Read more