6 ଓ୍ୱିକେଟ ନେଲେ ଚହଲ, 230ରେ ଅଟକିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ  ମ୍ୟାଚ୍‌ରେ  ସ୍ପିନର ୟୁଜବେନ୍ଦର ଚହଲ କମାଲ କରିଛନ୍ତି ।  ଚହଲ ଆଜି  6 ଓ୍ୱିକେଟ ନେଇ ଅଷ୍ଟ୍ରେଲିଆ  ଟିମକୁ ଧୂଳି ଚଟାଇ ଦେଇଛନ୍ତି । 

Read more

ଅଲ ଆଉଟ୍ ହେଲା ଅଷ୍ଟ୍ରେଲିଆ, 322 ରନରେ ଭାରତ ଆଗୁଆ

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା  ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ 300 ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଆଉ ଭାରତ 322ରନରେ ଆଗୁଆ ରହିଛି ।  

Read more