ରିନ୍ୟୁ ହେଲାନି କଙ୍ଗନାଙ୍କ ପାସପୋର୍ଟ: ପଙ୍ଗା କ୍ୱିନଙ୍କୁ ମନେପଡିଲେ କିଶୋର କୁମାର-‘ପ୍ରକୃତ କଳାକୁ ସବୁବେଳେ…’
ମୁମ୍ବାଇ ୨୬/୦୬ : ବଲିଉଡର ‘ପଙ୍ଗା କ୍ୱିନ’ କଙ୍ଗନା ରଣାୱତ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ଛଡା ବିଭିନ୍ନ ପ୍ରସଙ୍ଗରେ ନିଜ ମତାମତ ରଖି ଚର୍ଚ୍ଚାରେ ରୁହନ୍ତି
Read more