ହୁ ହୁ ହୋଇ ଜଳିଗଲା ଟେଣ୍ଟ ହାଉସ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଭୁବନେଶ୍ୱର: ଭୟାବହ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଟେଣ୍ଟ ହାଉସ୍‌ର ଷ୍ଟୋର ରୁମ୍ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ

Read more

ପାର୍ବଣ ଋତୁରେ ସୁରକ୍ଷା ସମ୍ବଲପୁରରେ କଡ଼ା ବ୍ୟବସ୍ଥା, ରାସ୍ତାଘାଟରେ ପୋଲିସ ପାଟ୍ରୋଲିଂ

ସମ୍ବଲପୁର: ପାର୍ବଣ ଋତୁକୁ ନଜରରେ ରଖି ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପାଟ୍ରୋଲିଂ ଆରମ୍ଭ କରାଯାଇଛି । ଆଗକୁ ଦୁର୍ଗାପୂଜା ଥିବାରୁ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ

Read more

ଲଗାଣ ବର୍ଷାରେ ଫୁଲୁଛି ଜଳକା, ଅତିକ୍ରମ କଲା ସତର୍କ ସଙ୍କେତ

ଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ମୟୁରଭଞ୍ଜରେ ପ୍ରବଳ ବର୍ଷା । ଜଳକା ନଦୀ ଅବବାହିକା

Read more

ଚିଲିକାରେ ଉଗ୍ର ରୂପ ନେଲା ପାଗ, ଚିନ୍ତାରେ ମତ୍ସ୍ୟଜୀବୀ

ଚିଲିକା: ଚିଲିକାରେ ଡିପ୍ ଡିପ୍ରେସନର ପ୍ରଭାବ । ପ୍ରବଳ ପବନ ଓ ଉଚ୍ଚ ଢେଉ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ହୋଇପଡ଼ିଛି ଚିଲିକା । ଏହାର ପ୍ରଭାବରେ

Read more

ମାଲକାନଗିରିରେ ଭୂସ୍ଖଳନ, ଚାଲିଛି ରାସ୍ତା ସଫେଇ କାମ

ମାଲକାନଗିରି/ରାୟଗଡ଼ା: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ । ବାୟାପଡ଼ା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ

Read more

ବର୍ଷା ପାଇଁ ବଢ଼ିପାରେ ସ୍କୁଲ ଛୁଟି, ଦେଲେ ସୂଚନା ମନ୍ତ୍ରୀ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅତ୍ୟଧିକ

Read more

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍

ଭଞ୍ଜନଗର: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଗାର୍ଡୱାଲ୍। ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ

Read more

ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ

Read more

ହର୍ମୁଜରେ ଭାରତ ଆସୁଥିବା ଜାହାଜ ଉପରେ ଆକ୍ରମଣ, ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ, ୧୯ ସୁରକ୍ଷିତ ଉଦ୍ଧାର

ହର୍ମୁଜରେ ଜାହାଜ ଊପରେ ଆକ୍ରମଣ। ଭାରତୀୟ ନାବିକଙ୍କ ମୃତ୍ୟୁ। ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜ ଉପରେ ଆଜି ଓମାନରେ ହର୍ମୁଜ୍‌ ପ୍ରଣାଳୀ ନିକଟରେ ଆକ୍ରମଣ ହୋଇଛି

Read more

କଳିଙ୍ଗପଟ୍ଟନମ୍‌ ନିକଟରେ ଲ୍ୟାଣ୍ଡଫଲ୍‌

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି। ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍‌ର

Read more