ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରବୋଧ କୁମାରଙ୍କୁ ବିଦାୟ ସମ୍ବର୍ଦ୍ଧନା
ସେମିଳିଗୁଡା, ୨୭/୦୪: ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରବୋଧ କୁମାର ମଲ୍ଲିକଙ୍କ ଉଦ୍ଦେଶ୍ୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ବିଦାୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା
Read more