ଏଥର ଓଡିଶାରେ ଜଣେ ଓଡିଆ କହୁଥିବା ଓ ବୁଝୁଥିବା ମୁଖ୍ୟମନ୍ତ୍ରୀ ହେବେ : ଅମିତ ଶାହା

ପୂରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ବନାଇବା ପାଇଁ ନିଷ୍ପତି ନେଇସାରିଛି । କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇଲେ ହେବନାହିଁ, ଓଡିଶାରେ ବିଜେପିକୁ

Read more

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, ପଚାରିଲେ ଦୁଇଟି ପ୍ରଶ୍ନ

ରାଜ୍ୟ ସରକାରଙ୍କୁ ପୁଣି ହରଡଘଣାରେ ପକାଇଲେ  କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଦୁଇଟି  ପ୍ରଶ୍ନ ପଚାରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ

Read more

ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଚିଟଫଣ୍ଡ ଚୋରଙ୍କୁ ବାଛି ବାଛି ଜେଲ ପଠାଯିବ : ଅମିତ ଶାହ

ଗତ ସାଢେ ୪ ମାସରେ ମୁଁ ୨୬୨ ଲୋକସଭା କ୍ଷେତ୍ରରେ ପହଂଚି ସାରିଛି । ସାରା ଦେଶରେ କେବଳ ଗୋଟିଏ ନାରା ଶୁଣିବାକୁ ମିଳୁଛି ମୋଦି ମୋଦି

Read more

ପ୍ରିୟଙ୍କାଙ୍କ ଆଶା ମଉଳିଲା, ଭଉଣୀକୁ ପ୍ରାର୍ଥୀ କଲେନି ରାହୁଲ

ରାଜନୀୟତିରେ ପ୍ରିୟଙ୍କାଙ୍କ ପ୍ରେବେଶକୁ ନେଇ ଯେଉଁ କଳ୍ପନା କରାଯାଉଥିଲା ସେଥିରେ ବିରାମ ଲାଗିଛି । ଏଥର ନିର୍ବାଚନରେ ପ୍ରିୟଙ୍କା ଗାନ୍ଘୀ ଭଦ୍ର ନିର୍ବାଚନ ଲଢିବେ ନାହିଁ ବୋଲି

Read more

ନଭେମ୍ବରରେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ !

ଆସନ୍ତା ଜୁନ ମାସରେ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେବାର ସମ୍ଭାବନା ନାହିଁ । ନିର୍ବାଚନକୁ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନିର୍ବାଚନ ଆୟୋଗ ବିଚାର କରୁଥିବା ଏକ

Read more

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ବି ପୋଲିସ ଧରୁନି ଦୁର୍ଷମକାରୀ : ବିଜେପି ଭୁବନେଶ୍ୱର, ତା ୨୪/୦୪: ଓଡିଶାରେ ନାବାଳିକାଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଆଜି ସବୁ ସ୍ଥାନରେ ମହିଳା ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ଗଣଦୁର୍ଷ୍କମ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି ନୀରବଦ୍ରଷ୍ଟା ସାଜିଛନ୍ତି ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାରମ୍ବାର ଅଭିଯୋଗ ହେଉଥିଲାବେଳେ ଓଡିଶା ପୋଲିସ ଚୁପ ବସିଛି । ମାଲକାନଗିରିର ଜଣେ କଲେଜ ପଢୁଥିବା ଝିଅ ସହ କଲେଜ ଭିତରେ ଗଣଦୁର୍ଷ୍କମ ଘଟଣା ୨୦୧୭ ମସିହାରେ କରାଯାଇଥିଲା । ଏହି ଘଟଣାରେ ସେହି କଲେଜ କର୍ତୁପକ୍ଷଙ୍କ ସହ ଦୁଇଜଣ ସାମ୍ବାଦିକଙ୍କ ସଂପୃକ୍ତି ରହିଥିଲା । ପୋଲିସ ପାଖରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ ଏହି କେସରେ ପୋଲିସ ଏର୍ପଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୋଲିସ ଗିରଫ କରିଥିବା ଅପରାଧିମାନଙ୍କୁ ପରବର୍ତୀ ସମୟରେ ଛାଡି ଦିଆଗଲା । ଅଭିଯୁକ୍ତ ଅପରାଧିମାନଙ୍କୁ ଗିରଫ କରିବା ହାଇକୋର୍ଟ ଆଦେଶ ଦେଇଥିଲେ ମଧ୍ୟ ମାଲକାନଗିରିର ପୋଲିସ ସମ୍ପୃକ୍ତ ଗଣଦୁର୍ଷମକାରୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରୁନାହିଁ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଏମସ ଡାକ୍ତରଖାନାରେ ଚିକିସ୍ତ୍ରା ହେଉଥିବା ପିଡିତାଙ୍କୁ ଭେଟିବା ପରେ ଅଭିଯୋଗ କରିଛନ୍ତି । ଶ୍ରୀମତି ସାମନ୍ତସିଂହାର କହିଛନ୍ତି ଯେ ପିଡିତାର ବାପା ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସମ୍ପୃକ୍ତ ଘଟଣାର ଅପରାଧିମାନେ ଝିଅ ଟିର ଆଖି ସାମ୍ମନାରେ ବୁଲୁଛନ୍ତି । ମୋକଦ୍ଦମା ଉଠାଇବା ପାଇଁ ବାରମ୍ବାର ଧମକ ଦେବାପରେ ଭୟରେ ଓ ଲଜ୍ଜ୍ୟାରେ ପିଡିତାଟି ଦୁଇଥର ଆତ୍ମହତ୍ୟା କରିବାର ଉଦ୍ୟମ କରିବା ଆଜି କୋମାରେ ପଡିଛି । ଝିଅର ଅବସ୍ଥା ଏବେ ସଂକଟାପନ୍ନ ରହିଥିବାବେଳେ ମୃତ୍ୟୁ ସହ ଲଢେଇ କରୁଛି । ୧୯ ବର୍ଷର ଶାସନ କାଳରେ ବିଜେଡି ସରକାର ମହିଳା ସୁରକ୍ଷା, ସମ୍ମାନ ଏବଂ ନ୍ୟାୟ ଦେବାରେ ସଂପୂର୍ଣ୍ଣ ଭାବେ ଫେଲ୍ । ଦୁର୍ଷ୍କମକାରିମାନେ ପିଡିତାର ପରିବାରକୁ ପୋଲିସ ପାଖକୁ ଗଲେ ଜିବନରେ ମାରିଦେବୁ ବୋଲି ଧମକାଉଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜଛି । ରାଜ୍ୟରେ ଯେତେବେଳେ ଅପରାଧିକ

ଓଡିଶାରେ ନାବାଳିକାଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଆଜି ସବୁ ସ୍ଥାନରେ ମହିଳା ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ଗଣଦୁର୍ଷ୍କମ ଘଟଣା ସାରା ରାଜ୍ୟରେ

Read more

ଘସିପୁରାର ଗୋହିରା ପଚାଂୟତରେ ସାନି ମତଦାନ ଦାବି କଲା ବିଜେପି

ଘସିପୁରା ବିଧାନସଭା ନିର୍ବାଚନୀ ମଣ୍ଡଳୀର ବାଲୁଗାଁର ଗୋହିରା ପଚାଂୟତରେ ଏକ ବୁଥରେ ପୋଲିଂ ଦାୟିତ୍ୱରେ ଥିବା ଅଧିକାରୀ ନିଜେ ଇଭିଏମ ପାଖକୁ ଯାଇ ବାରମ୍ଭାର ଭୋଟ ଦେଉଛନ୍ତି ।

Read more

ବିଜେପିରେ ସାମିଲ ହେଲେ ମୟୁରଭଞ୍ଜର ଶତାଧିକ ବିଜେଡି କର୍ମୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୟୁରଭଞ୍ଜ ଜିଲ୍ଲା ବିଜେଡି ଉପସଭାପତି ଇସାନ କୁମାର ମିଶ୍ର ନିଜ

Read more

ବିଜେଡି ନୂଆ ନାଟକ କରୁଛି : ବିଜେପି

କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିଛି । ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଚିଟଫଣ୍ଡ ଠକେଇରେ ଏବେ ବେଲରେ ଅଛନ୍ତି । ଏ

Read more