Skip to content
Saturday, July 25, 2026
Latest:
  • ୟୁନିଟ 5 ଜଗନ୍ନାଥ ମନ୍ଦିର: ସୁନାବେଶରେ ଝଲସିଲେ ଚତୁର୍ଦ୍ଧା ମୂର୍ତ୍ତି
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ୱାଙ୍ଗଚୁକ କହିଲେ– “ଏହା ଗଣତନ୍ତ୍ରର ବିଜୟ
  • Bhubaneswar-Puri NH Jam: ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି
  • V.K. Pandian : ନିଖୋଜ ଫାଇଲ୍ ମାମଲା: ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍
  • ଲଘୁଚାପ ପ୍ରଭାବବେର ଭୀଷଣ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଖ୍ୟାତି ଆଣିଲା କୋଣାର୍କ ଚକ୍ର: ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ପାଇଲା ସ୍ଥାନ

October 2, 2022 Satya konrak-chakra-set-in-interpole-logo, state

ଖ୍ୟାତି ଆଣିଲା କୋଣାର୍କ ଚକ୍ର। ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ସ୍ଥାନ ପାଇଛି କୋଣାର୍କ ଚକ୍ର। ଲୋଗୋର କେନ୍ଦ୍ରରେ ରହିଛି କୋଣାର୍କ ଚକ୍ର। ଅକ୍ଟୋବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକ। ଇଣ୍ଟରପୋଲ ଲୋଗୋରେ କୋଣାର୍କ ଚକ୍ର ସଂସ୍ଥାର ୨୪ଘଣ୍ଟିଆ କାର୍ଯ୍ୟଶୈଳୀକୁ ସୂଚାଉଛି। ଲୋଗୋ ତିନିପାଖରେ ଥିବା ଗୋଲାକାର ଘେରା ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟରପୋଲର ଗଭୀର ସଂପର୍କ, ବିଶ୍ୱରେ ନିରାପତ୍ତାର ସଂରକ୍ଷଣ ପାଇଁ ନିରନ୍ତର ପ୍ରତିବଦ୍ଧତା ଓ ଆଇନ ପ୍ରବର୍ତ୍ତନ ଲକ୍ଷ୍ୟର ସଫଳତାକୁ ଦର୍ଶାଉଛି। ଏହି ତିନି ଗୋଲାକାରା ଘେରା ଭାରତୀୟ ଜାତୀୟ ପତାକାର ତିନି ରଙ୍ଗକୁ ଦର୍ଶାଉଛି।

Post Views: 428
Spread the love
  • ← ଦୁର୍ଗାପୂଜାରେ ସତର୍କତା ବାର୍ତ୍ତା ସହ ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁବନେଶ୍ୱର ଡିସିପି
  • ଗୀତ ଗାଇ ଗାଇ ଷ୍ଟେଜରେ ହିଁ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର। →

ADVT

Recent Posts

  • ୟୁନିଟ 5 ଜଗନ୍ନାଥ ମନ୍ଦିର: ସୁନାବେଶରେ ଝଲସିଲେ ଚତୁର୍ଦ୍ଧା ମୂର୍ତ୍ତି July 25, 2026
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ୱାଙ୍ଗଚୁକ କହିଲେ– “ଏହା ଗଣତନ୍ତ୍ରର ବିଜୟ July 25, 2026
  • Bhubaneswar-Puri NH Jam: ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି July 25, 2026
  • V.K. Pandian : ନିଖୋଜ ଫାଇଲ୍ ମାମଲା: ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍ July 25, 2026
  • ଲଘୁଚାପ ପ୍ରଭାବବେର ଭୀଷଣ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି July 25, 2026

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031  
« Jun    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.