OSSTET: ଆସନ୍ତାକାଲି ସାରା ରାଜ୍ୟରେ ହେବ ଓଷ୍ଟେଟ ପରୀକ୍ଷା, ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ଭୁବନେଶ୍ୱର : ଆସନ୍ତାକାଲି ସାରା ରାଜ୍ୟରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚରସ ଇଲିଜିବିଲିଟି ଟେଷ୍ଟ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି । ୩୦ ଟି ଜିଲ୍ଲାର ୨୬୧ ଟି ପରୀକ୍ଷା କେନ୍ଦ୍ରରେ ୫୯ ହଜାର ୩୫୩ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଗୋଟିଏ ସିଟିଂରେ ହେବ ଏହି ପରୀକ୍ଷା । ପରୀକ୍ଷାର୍ଥୀ ମାନେ ସକାଳ ୭ ଟା୪୫ ମିନିଟ ସୁଦ୍ଧା ପହଞ୍ଚିବାକୁ ପରାମର୍ଶ ଦେଇଛି ବୋର୍ଡ। ମାଧ୍ୟମି

Spread the love

Leave a Reply

Your email address will not be published. Required fields are marked *