Skip to content
Thursday, October 22, 2026
Latest:
  • ୨୦୨୭ ଯୁକ୍ତଦୁଇ ପରୀକ୍ଷାରେ କଡ଼ା ନିୟମ, CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର!
  • ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ
  • ମୁଢ଼ି ଖାଇବା ପୂର୍ବରୁ ଜାଣନ୍ତୁ, ଶରୀର ଉପରେ କ’ଣ ପଡ଼େ ପ୍ରଭାବ
  • ରେଢାଖୋଲ ପଟାଖମଣ ଗାଁ ନିକଟ ରାସ୍ତାରେ ବୁଲୁଛି କୁମ୍ଭୀର, ଭୟର ବାତାବରଣ
  • ଆଜି ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଦୁଇ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ ହେଲେ ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର

February 24, 2023 Satya retired-divisional-manager-of-ofdc-was-sentenced-to-two-years-in-prison-and-a-fine-of-rs-50000-for-failing-to-account-for-illiquid-assets, state

ଅନୁଗୋଳ ଜିଲ୍ଲା ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର ରସାନନ୍ଦ ପ୍ରଧାନ କଟକର ଏକ ସ୍ପେସିଆଲ କୋର୍ଟରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ଅଭିଯୋଗ ପରେ ଆଉ ତାର ସଠିକ ହିସାବ ନ ଦେଇ ପାରିବା ପରେ ମାନ୍ୟବର କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି । ଜୋରିମନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

2011ରେ ରସାନନ୍ଦଙ୍କ ଠାରୁ ୧୭ ଲକ୍ଷ ୩ ହଜାର ୯୭୫ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରାଜ୍ୟ ଭିଜିଲାନ୍ସ ବିଭାଗ ଠାବ କରିଥିଲା । ଏଥିପାଇଁ ଭିଜିଲାନ୍ସ ବିଭାଗ ରସାନନ୍ଦଙ୍କ ନାମରେ ୫/୨୦୧୧ U/S ୧୩(୨) r/w ୧୩(୧)(e) ରେ ସ୍ପେସିଆଲ କୋର୍ଟରେ ମାମଲା ରୁଜ୍ଜୁ କରିଥିଲା । ଆଉ ଏହି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣା ପଡ଼ିଛି । ଆଉ ଏହି ଦଣ୍ଡାଦେଶ ପରେ ରସାନନ୍ଦଙ୍କ ପେନସନ ଉପରେ ରୋକ ଲଗାଇଥିବା ମଧ୍ୟ ସୂଚନା ମିଳିଛି ।

Post Views: 307
Spread the love
  • ← ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ
  • ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ନବମ କଳିଙ୍ଗ ସାହିତ୍ୟ ମହୋତ୍ସବ →

ADVT

Recent Posts

  • ୨୦୨୭ ଯୁକ୍ତଦୁଇ ପରୀକ୍ଷାରେ କଡ଼ା ନିୟମ, CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର! October 21, 2026
  • ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ October 20, 2026
  • ମୁଢ଼ି ଖାଇବା ପୂର୍ବରୁ ଜାଣନ୍ତୁ, ଶରୀର ଉପରେ କ’ଣ ପଡ଼େ ପ୍ରଭାବ October 20, 2026
  • ରେଢାଖୋଲ ପଟାଖମଣ ଗାଁ ନିକଟ ରାସ୍ତାରେ ବୁଲୁଛି କୁମ୍ଭୀର, ଭୟର ବାତାବରଣ October 20, 2026
  • ଆଜି ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ October 20, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.