Skip to content
Monday, August 3, 2026
Latest:
  • ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୪ ମୃତ
  • ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ, ବାବାଙ୍କୁ ଜଳଲାଗି କଲେ କାଉଡ଼ିଆ
  • ଆଜି ୩ ରାଜ୍ୟର ବିଧାନସଭା ଉପନିର୍ବାଚନ ମତଗଣନା, ଫଳାଫଳକୁ ନେଇ ଉତ୍ସୁକତା
  • ବନ୍ୟା ସ୍ଥିତି ପରଖିଲେ ଜିଲ୍ଲାପାଳ, ୯ ପଞ୍ଚାୟତରେ ପାଠପଢ଼ା ବନ୍ଦ
  • ହୀରାକୁଦର ୧୭ ଗେଟ୍ ଖୋଲା, କମୁଛି ମହାନଦୀର ବନ୍ୟା ଚାପ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

୧୪ରେ ମହଳୟା ପାଇଁ ବିଦ୍ୟାଳୟ ଛୁଟି

October 13, 2023October 13, 2023 Satya school-holiday-on-october-14-on-account-of-mahalaya, state

ଭୁବନେଶ୍ବର: ଅକ୍ଟୋବର ୧୪ ପବିତ୍ର ମହାଳୟା ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଛୁଟି ଘୋଷଣା କରିଛି। ଏଥି ସହିତ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ମୋଟ ୧୦ ଦିନ ହେବ। ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ଦଶହରା ଛୁଟି ଘୋଷଣା କରାଯାଇଛି।

Post Views: 294
Spread the love
  • ← ଭାରତ-ପାକିସ୍ତାନ ମ୍ୟାଚ: ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ
  • ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧଭୂମିରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ →

ADVT

Recent Posts

  • ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୪ ମୃତ August 3, 2026
  • ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ, ବାବାଙ୍କୁ ଜଳଲାଗି କଲେ କାଉଡ଼ିଆ August 3, 2026
  • ଆଜି ୩ ରାଜ୍ୟର ବିଧାନସଭା ଉପନିର୍ବାଚନ ମତଗଣନା, ଫଳାଫଳକୁ ନେଇ ଉତ୍ସୁକତା August 3, 2026
  • ବନ୍ୟା ସ୍ଥିତି ପରଖିଲେ ଜିଲ୍ଲାପାଳ, ୯ ପଞ୍ଚାୟତରେ ପାଠପଢ଼ା ବନ୍ଦ August 3, 2026
  • ହୀରାକୁଦର ୧୭ ଗେଟ୍ ଖୋଲା, କମୁଛି ମହାନଦୀର ବନ୍ୟା ଚାପ August 3, 2026

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Jul    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.