ଜମୁଛି ଚଡ଼କ ପର୍ବ; ୭୦ହଜାର ଟପିଲା ଭକ୍ତଙ୍କ ସଂଖ୍ୟା

ଜମୁଛି ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ବର ଚଡକ ପର୍ବରେ ଗୁରୁବାର ଥିଲା ପଞ୍ଚମ ଅର୍ଘ୍ୟ । ଅର୍ଘ୍ୟରେ ଉପବୀତଧାରୀ ଭକ୍ତଙ୍କ ସଂଖ୍ୟା ୭୦ହଜାର ଟପିଥିଲା । ସୁରକ୍ଷା ଦୃଷ୍ଟିରୁ

Read more