News ରାଜ୍ୟ ଅସୁରକ୍ଷିତ ଯାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅଭିନବ ପ୍ରୟାସ November 8, 2019November 8, 2019 Satya state ଅସୁରକ୍ଷିତ ଭାବରେ ରେଳ ଧାରଣା ପାର କରୁଥିବା ଯାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅଭିନବ ପ୍ରୟାସ। ଲାଇନ ପାର କରୁଥିବା ସମୟରେ ରାବଣ ବେଶରେ ଉଠାଇ ନେଇଯାଛନ୍ତି ରାବଣ ରୂପରେ ସଜ୍ଜିତ ହୋଇଥିବା ରେଳ ସୁରକ୍ଷା ବଳର ସଦସ୍ୟ ମାନେ। Post Views: 238 Spread the love