ଆଜିଠୁ ଭଙ୍ଗାହେବ ବିଧାୟକଙ୍କ କ୍ୱାର୍ଟର୍ସ

ଆଜିଠୁ ଭଙ୍ଗାହେବ ବିଧାୟକଙ୍କ କ୍ୱାର୍ଟର୍ସ । ପ୍ରଥମ ପର୍ଯ୍ୟାୟରେ ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର୍ସକୁ ଭଙ୍ଗାଯିବ । ସେହି ଜାଗାରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ଆପାର୍ଟମେଣ୍ଟରେ ରହିବ ସମସ୍ତ ଅତ୍ୟାଧୁନିକ ସୁବିଧା ଯଥା-ପାର୍କ, ଜିମ୍‌,ମଲ୍ଟିପାର୍କିଂ,ସୁଇମିଂ ପୁଲ ରହିବ । ବର୍ତ୍ତମାନ ସୁଦ୍ଧା ୨୪ ଜଣ ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଖାଲି କରିଥିବା ବେଳେ ବାକି ଅନ୍ୟ ପୂର୍ବତନ ବିଧାୟକ ତୁରନ୍ତ କ୍ୱାର୍ଟର୍ସ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Spread the love