Skip to content
Monday, October 26, 2026
Latest:
  • ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ
  • OUSSSC : ୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞାପନ, ଦେଖନ୍ତୁ ଏଠାରେ
  • ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି
  • ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ସାଧୁ
  • ଡାକ୍ତରଙ୍କ ସଫଳ ଅପରେସନ, ମହିଳାଙ୍କ ପେଟରୁ ବାହାରିଲା ୨୦ କିଲୋର ଟ୍ୟୁମର
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ପଞ୍ଚୁକର ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

November 23, 2023 Satya heavy-crowd-at-dhabaleswar-temple, state

ପଞ୍ଚୁକ ପାଇଁ ବାବା ଧବଳେଶ୍ୱରଙ୍କ ପାଖରେ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ରାତି ୩ଟା ସମୟରେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଛି । ତାପରେ ମଇଲମ, ମଙ୍ଗଳ ଆରତୀ ଆଦି ସମସ୍ତ ରୀତି ନୀତି କରଯାଇ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡା ଯାଇଥିଲା । ପଂଚୁକରେ ବାବା ଧବଳେଶ୍ୱର ଚନ୍ଦ୍ର ମଉଳି ବେଶରେ ଦର୍ଶନ ଦେଉଛନ୍ତି । ଏହି ଦିନରେ ବାବାଙ୍କ ଏହି ଚନ୍ଦ୍ରମଉଳି ବେଶରେ ଦର୍ଶନ କରିଲେ ଅଶେଷ ପୁଣ୍ୟ ମିଳିବାର ବିଶ୍ୱାସ ରହିଛି ।

Post Views: 814
Spread the love
  • ← ହୃଦଘାତରେ ‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡୱି ପରଲୋକ
  • ସମଗ୍ର ବିଶ୍ବରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’ ଆଦେଶ ଦେଲେ ନେତାନ୍ୟାହୁ →

ADVT

Recent Posts

  • ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ October 24, 2026
  • OUSSSC : ୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞାପନ, ଦେଖନ୍ତୁ ଏଠାରେ October 24, 2026
  • ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି October 23, 2026
  • ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ସାଧୁ October 22, 2026
  • ଡାକ୍ତରଙ୍କ ସଫଳ ଅପରେସନ, ମହିଳାଙ୍କ ପେଟରୁ ବାହାରିଲା ୨୦ କିଲୋର ଟ୍ୟୁମର October 22, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.