Skip to content
Monday, June 22, 2026
Latest:
  • ଖଣି ମନ୍ତ୍ରୀଙ୍କ ପୁତୁରା ଗିରଫ
  • ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଭୁମିକା ମହତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
  • JEE Advancedରେ ୨ ମାର୍କରେ ବଞ୍ଚିତ ଥିବା ଛାତ୍ର, ଏବେ ISROରେ ବୈଜ୍ଞାନିକ
  • ବୟସ ୭୭; କିଏ ଏହି ଦିଲ୍ଲୀର ‘ମଟକା ମ୍ୟାନ’ ?
  • ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ଗିଲ୍ କପ୍ତାନ, ଶ୍ରେୟସ ଉପକପ୍ତାନ; ଯଶସ୍ୱୀ ବାହାରେ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଇଦ୍‌-ଉଲ୍‌-ଜୁହା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର: ୨୯ରେ ବନ୍ଦ ରହିବ ସ୍କୁଲ-କଲେଜ ସହ ବ୍ୟାଙ୍କ ଓ କୋର୍ଟ

June 27, 2023 Satya june-29-poblic-holiday-on-account-of-id, state

ଭୁ‌ବନେଶ୍ବର: ପବିତ୍ର ଇଦ୍‌-ଉଲ୍‌-ଜୁହା ଅବସରରେ ଜୁନ୍‌ ୨୯ ତାରିଖ (ଗୁରୁବାର) ରାଜ୍ୟର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ହେବ। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ମଧୁସ୍ମିତା ସାହୁ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଆସନ୍ତା ୨୯ ତାରିଖ (ଗୁରୁବାର) ସରକାରୀ ଛୁଟି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମାଜିଷ୍ଟ୍ରେଟ୍‌ କୋର୍ଟ ଓ ବ୍ୟାଙ୍କ ବନ୍ଦ ରହିବ।

ରାଜ୍ୟ ସରକାରଙ୍କ କ୍ୟାଲେଣ୍ଡରରେ ଇଦ୍‌-ଉଲ୍‌-ଜୁହା ପାଇଁ ଜୁନ୍‌ ୩୦ ତାରିଖ (ଶୁକ୍ରବାର) ଛୁଟି ଘୋଷଣା କରାଯାଇଥିଲା।

Post Views: 222
Spread the love
  • ← ବରଗଡ଼ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ
  • ଓଡ଼ିଆ ଅସ୍ମିତା ଓ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡ଼ିଛି ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ →

ADVT

Recent Posts

  • ଖଣି ମନ୍ତ୍ରୀଙ୍କ ପୁତୁରା ଗିରଫ June 21, 2026
  • ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଭୁମିକା ମହତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ June 21, 2026
  • JEE Advancedରେ ୨ ମାର୍କରେ ବଞ୍ଚିତ ଥିବା ଛାତ୍ର, ଏବେ ISROରେ ବୈଜ୍ଞାନିକ June 21, 2026
  • ବୟସ ୭୭; କିଏ ଏହି ଦିଲ୍ଲୀର ‘ମଟକା ମ୍ୟାନ’ ? June 21, 2026
  • ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ଗିଲ୍ କପ୍ତାନ, ଶ୍ରେୟସ ଉପକପ୍ତାନ; ଯଶସ୍ୱୀ ବାହାରେ June 21, 2026

Calendar

June 2026
M T W T F S S
1234567
891011121314
15161718192021
22232425262728
2930  
« May    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.