ଆଜି ଚନ୍ଦ୍ରଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

ଆଠଗଡ଼: ଚଳଚଞ୍ଚଳ ଆଠଗଡ଼ର ବାବା ଧବଳେଶ୍ଵରଙ୍କ ପୀଠ । ଆଜି କାର୍ତ୍ତିକ ମାସର ଦ୍ୱିତୀୟ ପଞ୍ଚକ ବ୍ରତ ।  ପୀଠରେ ସକାଳ ୪ ଘଟିକା ସମୟରେ ପହଡ ଖୋଲାଯାଇ ବାବାଙ୍କୁ ୧୦୮ ଗରା କଳସ ଜଳରେ ସ୍ନାନ କରାଯାଇଛି । ପରେ ମଙ୍ଗଳା ଆଳତୀ କରାଯାଇ ସମସ୍ତ ନୀତିକାନ୍ତି ସମପାନ ହୋଇଛି । ଚନ୍ଦ୍ରଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବାତ୍ୟା ଅକଭାନ୍ ପାଇଁ ଗତକାଲି ସାଧାରଣ ଦର୍ଶନକୁ ବାରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *