ସ୍କୁଲ ଗେଟରେ ତାଲ ପକାଇଲେ ଅଭିଭାବକ, ରାସ୍ତାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ବିନିକା : ସ୍କୁଲ ଗେଟରେ ତାଲ ପକାଇଲେ ଅଭିଭାବକ, ରାସ୍ତାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ ।  ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବାବୁପାଲି ପଞ୍ଚାୟତର ଦେଣ୍ଡୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ।  ଶିକ୍ଷକ ଏବଂ ଶ୍ରେଣୀ ଗୃହ ଅଭାବ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭାଭାବକ ।  ସ୍କୁଲରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଗୋଟିଏ ଉପ୍ରା ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଅଛି  ।  ବିଦ୍ୟାଳୟରେ ଶିକ୍ଷକ ଏବଂ ଶ୍ରେଣୀଗୃହ ସମସ୍ୟା ଦୀର୍ଘଦିନ ରହିଥିବା ବେଳେ ପ୍ରଶାସନ କୌଣସି ଦୃଷ୍ଟି ଦେଉନଥିବାରୁ ଆଜି ସ୍କୁଲର ଅଭିଭାବକ ମାନେ ତାଲା ପକାଇ ସ୍କୁଲ ବନ୍ଦ କରିଥିଲେ ।  ଫଳରେ ଛାତ୍ର ଛାତ୍ରୀ ରାସ୍ତାରେ ପାଠ ପଢିବା ଦେଖାଯାଇ ଥିଲା ।

Spread the love

Leave a Reply

Your email address will not be published. Required fields are marked *