ବିଜେଡିରୁ ବିଦା ହେଲେ ସାରଦା ପ୍ରସନ୍ନ ସ୍ୱାଇଁ

ଭବାନୀପାଟଣା: ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ।  ଏହି କାରଣରୁ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ଶାରଦା ପ୍ରସନ୍ନ ସ୍ୱାଇଁ(ବାବୁଲି)ଙ୍କୁ ରବିବାର ବିଜେଡି ଦଳ ପକ୍ଷରୁ ନିଲମ୍ୱିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ନିଲମ୍ୱିତ କରିଛନ୍ତି । ଏ ନେଇ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *